Masthead

ଶାହାରୁଖ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଶର୍ଲିନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ କିଙ୍ଗ ଖାନଙ୍କ ବିରୋଧରେ ଆସିଛି ଏକ ବଡ ଅଭିଯୋଗ । ଅଭିନେତ୍ରୀ ଶର୍ଲିନ ଚୋପ୍ରା  ଶାହାରୁଖ ଖାନଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ, ଶାହାରୁଖ ଖାନଙ୍କ ପାର୍ଟିରେ ବଲିଉଡ ଷ୍ଟାରମାନଙ୍କ ପତ୍ନୀମାନେ ଡ୍ରଗ୍ସ ନିଅନ୍ତି । ଖବର ଅନୁଯାୟୀ ଶର୍ଲିନ ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ସେ କହିଛନ୍ତି ଯେତେବେଳେ ମୁଁ ତାଙ୍କ ପାର୍ଟିରେ ଥିଲି ସେତେବଳେ ମୁଁ ତାଙ୍କ ଘର ଭିତରେ ବଲିଉଡ ତାରକାମାନଙ୍କ ପତ୍ନୀ ଡ୍ରଗ୍ସ ନେଇଥିବାର ଦେଖିଥିଲି । ସେମାନେ ଏକ ରୁମରେ ମିରର ସମ୍ନାରେ ଛିଡା ହୋଇ ଡ୍ରଗ୍ସ ନେଉଥିଲେ । ଶର୍ଲିନ ଆହୁରି କହିଛନ୍ତି , ଏଭଳି ଦୃଶ୍ୟ ଦେଖି ମୁଁ ଚକିତ ହୋଇଯାଇଥିଲି । ପରେ ମୁଁ ସେହି ଷ୍ଟାରମାନଙ୍କ ମୁହଁକୁ ଦେଖି ହସିଲି । ତାଙ୍କ କାର୍ଯ୍ୟକୁ ଅଣାଦେଖା କରିବା ନଠିକ ଭାବିଲି । ଏହା ପରେ ମୁଁ ଶାହାରୁଖ ଖାନଙ୍କୁ କହି ସେଠାରୁ ଚାଲି ଆସିଲି । ବର୍ତ୍ତମାନ ଶର୍ଲିନଙ୍କ ଏହି ଭିଡିଓ ସୋସିଆଲେ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅକୁ ଏମସିବି ଗିରଫ କରିଛି । ତାଙ୍କ ସହ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ଏବେ ଏନସିବି ହେପାଜତରେ ଆର୍ଯ୍ୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା