ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ଦୁଇଦିନ ହେବ ତେଲ ଦର ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବଢି ୧୦୩.୮୨ ଟଙ୍କା ହୋଇଛି । ଡିଜେଲ ଦର ୩୯ ପଇସା ଊଦ୍ଧ୍ୱର୍ରେ ରହି ୯୯.୭୦ ଟଙ୍କା ଛୁଇଁଛି । ମାଲକାନଗିରିରେ ପେଟ୍ରୋଲ ୧୧୦.୪୯ ଟଙ୍କା ଏବଂ ଡିଜେଲ ୧୦୪.୮୪ ଟଙ୍କାରେ ବିକ୍ରି ହେଉଛି ।

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଡିଜେଲ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢିଛି । ନୂଆଦିଲ୍ଲୀରେ ପେଟ୍ରୋଲ ୧୦୨.୯୪ ଟଙ୍କା ଛୁଇଁଥିବା ବେଳେ ମୁମ୍ବାଇରେ ୧୦୮.୯୬ଟଙ୍କା ରହିଛି । କୋଲକାତା ଏବଂ ଚେନ୍ନାଇରେ ଏହାର ଦର ଯଥାକ୍ରମେ ୧୦୩.୬୫ ଟଙ୍କା ଏବଂ ୧୦୦.୪୯ ଟଙ୍କା ଛୁଇଁଛିଥିବା ବେଳେ ମୁମ୍ବାଇରେ ୧୦୮.୯୬ ଟଙ୍କା ରହିଛି । କୋଲକାତା ଏବଂ ଚେନ୍ନାଇରେ ଏହାର ଦର ଯଥାକ୍ରମେ ୧୦୩.୬୫ ଟଙ୍କା ଏବଂ ୧୦୦.୪୯ ଟଙ୍କା ଛୁଇଁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’