Masthead

ହାଣ୍ଡିଶାଳରେ ମହଙ୍ଗା ମାଡ଼

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଉଛି ପରିବା ଦର, ହାଣ୍ଡି ଶାଳରେ ମହଙ୍ଗା ମାଡ଼ । ରୋଷେଇ ଘରେ ପରିବାର ମହଙ୍ଗା ମାଡ଼ । ସପ୍ତାହେ ଭିତରେ ପରିବାର ମୂଲ୍ୟ ବଢିଛି ପ୍ରାୟ ଦୁଇ ଗୁଣରୁ ଅଧିକ । କେବଳ କଞ୍ଚା ପରିବା ନୁହେଁ ତାହା ସହିତ ତାଳ ଦେଇ ବଢିଛି ପିଆଜର ଦର । ଲଘୁଚାପ ଜନିତ ବର୍ଷା ଯୋଗୁଁ ନଷ୍ଟ ହୋଇଛି ସ୍ଥାନୀୟ ଉତ୍ପାଦନ ।

ଆମଦାନୀ କମ ହେଉଥିବାରୁ ଦର ବୃଦ୍ଧି ମୁଖ୍ୟ କାରଣ । ଯାହା ଗ୍ରାହକ ଙ୍କ ଚିନ୍ତା ବଢ଼ାଇଦେଇଛି । ଲଘୁଚାପ ବର୍ଷା ପରେ ଚିନ୍ତା ବଢ଼ାଇଛି ପରିବା ଦର । ସପ୍ତାହେ ତଳେ ଯେଉଁ ପରିବା କୋଡିଏ ଟଙ୍କା ଥିଲା ତାହା ଏବେ ପଚାଶ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ଯୋଗୁଁ କିଲେ ଜାଗାରେ ନେଉଛନ୍ତି ଅଧା କିଲୋ । ସପ୍ତାହେ ତଳେ ପିଆଜ କିଲୋ ଚାଳିଶି ରୁ ପଚାଶ ଟଙ୍କା ରେ ବିକ୍ରି ହେଉଥିଲା , ଏବେ ଷାଠିଏ ଟଙ୍କା କିଲୋ । ଦର ବୃଦ୍ଧିକୁ ଦେଖି ଗ୍ରାହକ ଛାନିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା