Masthead

ମଙ୍ଗ ଧରିବାକୁ ବ୍ୟାକୁଳ ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିସିସି ସଭାପତି ହେବାକୁ ମନ ବଳାଇଲେ ତାରା। ଏନେଇ ଗଣମାଧ୍ୟମ ଆଗରେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସ ଗଡ଼ରେ ହଟଚମଟ। ପିସିପି ସଭାପତି ପଦକୁ ନେଇ ଗତ କିଛି ଚର୍ଚ୍ଚା ଜୋର। ମଙ୍ଗ ଧରିବାକୁ ବ୍ୟାକୁଳ ତାରା। ରାଜ୍ୟ କଂଗ୍ରେସର ନେତୃତ୍ୱ ନେବାକୁ ମନ ବଳାଇଛନ୍ତି। ପିସିସି ସଭାପତି ହେବାକୁ ଖୋଲାଖୋଲି ଦେଖାଇଛନ୍ତି ଆଗ୍ରହ। ଏନେଇ ଗଣମାଧ୍ୟମ ଆଗରେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସ ଗଡ଼ରେ ହଟଚମଟ। ପିସିପି ସଭାପତି ପଦକୁ ନେଇ ଗତ କିଛି ଚର୍ଚ୍ଚା ଜୋର। ଏପରିକି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର ବୟାନବାଜୀ।

ବିଭିନ୍ନ ଗୋଷ୍ଠୀରେ ବର୍ତ୍ତମାନ ଭାଗ ଭାଗ କଂଗ୍ରେସ। ଏପରିକି ଏବେର ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ସୁଭିଲାନି ବିରୋଧର ସ୍ୱର। ଠିକ ଏଭଳି ସମୟରେ କଂଗ୍ରେସ ହେଭିୱେଟ ତାରାପ୍ରସାଦ ବାହିନୀପତି ଯେଉଁ ବୟାନ ଦେଇଛନ୍ତି। ତାକୁ ନେଇ କଂଗ୍ରେସ ରାଜନୀତି ଚଳଚଞ୍ଚଳ। ସେପଟେ ତାରା ସମସ୍ତଙ୍କୁ ସାଥିରେ ନେଇ ଶୃଙ୍ଖଲିତ ଭାବେ ଦଳ ଚଳାଚଲାଇବାକୁ ଆହ୍ୱାନ ଦେଇଛନ୍ତି। ପିସିସି ସଭାପତି ହେଲେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ। ନାଟକ ନକରି ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ତାରା।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଚର୍ଚ୍ଚା ପରେ ଏବେ ସଭାପତି ରେସରେ ହେଭିୱେଟମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବିଧାୟକ ମହମ୍ମଦ ମୋକିମ, ତାରା ବାହିନୀପତି, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନାଁ ଏବେ ଚର୍ଚ୍ଚାରେ। ତେବେ ଏପରି ସମୟରେ ବାହିନୀପତି ପିସିସି ସଭାପତି ହେହାକୁ ଆଗ୍ରହ ଦେଖାଇବା ପରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଆହୁରି ଜୋର ଧରିଛି ।

ସେପଟେ ଏନେଇ ଦଳରେ ଭିନ୍ନଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି। ପିପିଲି ଉପନିର୍ବାଚନ ପରେ ପିସିସିରେ ନୂଆ ମୁଖିଆ ଖୋଜା ଜୋରଦାର ହୋଇଛି । ଦଳର ଗୋଟିଏ ଗୋଷ୍ଠୀ ଖୋଲାଖୋଲି ନିରଞ୍ଜନଙ୍କ ବିରୋଧରେ ସ୍ବର ଉଠୁଛି। ବାହିନୀପତି ପିସିସି ସଭାପତି ହେହାକୁ ଆଗ୍ରହ ଦେଖାଇବା ପରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଆହୁରି ଜୋର ଧରିଛି । ସେପଟେ ଏନେଇ ଦଳରେ ଭିନ୍ନଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର