Before Header

ମଣିପୁରରେ କେନ୍ଦ୍ରମନ୍ତ୍ରୀ ଆର.କେ ରଞ୍ଜନ ସିଂଙ୍କ ଘରକୁ ବୋମାମାଡ଼

0 19

ମଣିପୁର (ବଡ଼ ଖବର ବ୍ୟୁରୋ): ଥମୁନି ମଣିପୁର ହିଂସା । କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ । ଗୁରୁବାର ବିଳମ୍ବିତ ରାତିରେ ଇମ୍ଫାଲର କଙ୍ଗବାରେ କେନ୍ଦ୍ରମନ୍ତ୍ରୀ ଆର.କେ ରଞ୍ଜନ ସିଂଙ୍କ ଘରକୁ ପେଟ୍ରୋଲ ବୋମାମାଡ଼ ହୋଇଛି । ବାଇକରେ ଆସି କିଛି ଦୁବୃର୍ତ ବୋମାମାଡ଼ କରିଥିବା ସୁଚନା ମିଳିଛି । ବୋମାମାଡ଼ରେ ଘରର ତଳ ଏବଂ ପ୍ରଥମ ମହଲା କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାକୁ ନେଇ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ।

Leave A Reply

Your email address will not be published.