Masthead

ଭୟରେ କାଶ୍ମୀର ଛାଡ଼ି ଜମ୍ମୁ ମୁହାଁ ପଣ୍ଡିତ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କାଶ୍ମୀରରେ ହିଂସା ବଢିବାରେ ଲାଗିଛି । ନିକଟରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣରେ ଭୟରେ ଅଛନ୍ତି ଲୋକେମାନେ । ଖାସ କରି କାଶ୍ମୀରର ପଣ୍ଡିତମାନେ ଭୟରେ ନିଜ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଜମ୍ମୁ-କାଶ୍ମୀର ପ୍ରଶାସନର ସୁରକ୍ଷା ପ୍ରତିଶ୍ରୁତିକୁ ଭରସା କରିପାରୁନାହାନ୍ତି କାଶ୍ମୀର ପଣ୍ଡିତ। ଜମ୍ମୁ -କାଶ୍ମୀର ପ୍ରଶାସନ ଏବଂ ବିଭିନ୍ନ ଆଞ୍ଚଳିକ ଦଳର ଅନୁରୋଧ ସତ୍ତ୍ବେ ଅନେକ ସଂଖ୍ୟାରେ କାଶ୍ମୀର ପଣ୍ଡିତ‌ କେବଳ ଅଫିସ୍‌ ଯିବା ବନ୍ଦ କରିଦେଇ ନାହାନ୍ତି।

ଏଥିସହ ସେମାନେ କାଶ୍ମୀର ଛାଡ଼ି ଜମ୍ମୁ ଆଡ଼କୁ ମୁହାଁଇଛନ୍ତି। ମତ୍ତନ କଲୋନିରେ ରହୁଥିବା ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି, ଦଶନ୍ଧି ଧରି ସେ ଏହି ଶିବିରରେ ରହିଛନ୍ତି। କିନ୍ତୁ ସେ କେବେ ବି ଏତେ ଭୟ କରିନାହାନ୍ତି। ଏବେ ତାଙ୍କୁ ଖୁବ୍‌ ଭୟ ଲାଗୁଥିବା ସେ କହିଛନ୍ତି। ତାଙ୍କ ମତରେ ସରକାର ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି, ୬୦-୭୦ ପ୍ରତିଶତ ପଣ୍ଡିତ କାଶ୍ମୀର ଛାଡ଼ି ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ ଯାଇ ସାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..