Masthead

ମ୍ୟାଚ ଦିନ ସୋସିଆଲ ମିଡିଆ ଠାରୁ ଦୂରରେ ରହିବେ ସାନିଆ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୪ରେ  ଭାରତ-ପାକ ମଧ୍ୟରେ ହେବ ଟି-୨୦ । ସମସ୍ତଙ୍କ ନଜର ମ୍ୟାଚରେ ରହିଥିବାବେଳେ ଟେନିସ ତାରକା ସାନିଆ ମିର୍ଜା ସେହି ଦିନ ନିଜକୁ ସୋସିଆଲ ମିଡିଆ ଠାରୁ ଦୂରରେ ରଖିବା ପାଇଁ ଯୋଜନା କରୁଛନ୍ତି । ମ୍ୟାଚ ପୂର୍ବରୁ ଯାହା ସେ ଇନଷ୍ଟାଗ୍ରାମରେ ଏକ ରିଲ ସେୟାର କରିଛନ୍ତି । ସେ କହିଛନ୍ତି ‘ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦିନ ମୁଁ ସୋସିଆଲ ମିଡିଆରୁ ଗାଏବ ରହିବି ।

ସେ ରିଲର କ୍ୟାପସନ୍ କରି ବିଦାୟ ଲେଖିଛନ୍ତି ।ତେବେ ଟି -୨୦ ବିଶ୍ୱକପ ମ୍ୟାଚ ଦିନ ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଯୋଜନା କରୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଖରାପ ପରିବେଶ ଯୋଗୁଁ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ