Masthead

ଆତଙ୍କୀ ହମଲା ଆଶଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIକୁ ସମର୍ଥନ କରୁଥିବା ଆଉ ଏକ ଆତଙ୍କବାଦୀ ସଂଗଠନ ବିଷୟରେ ସୂଚନା ମିଳିଛି । ତେବେ ଏହି ପାକିସ୍ତାନ ଆତଙ୍କବାଦୀ ସଂସ୍ଥା ଆଗକୁ ଏକ ବଡଧରଣର ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇ ଦେଇଛି ଗୁଇନ୍ଦା ବିଭାଗ । ସବଠାରୁ ବଡ କଥା ହେଲା ଏହି ଆତଙ୍କବାଦୀ ହିଟ ଲିଷ୍ଟରେ ୨୦୦ରୁ ଅଧିକ ଲୋକ ଅଛନ୍ତି । ସୁରକ୍ଷା ସଂସ୍ଥା, ସେମାନଙ୍କୁ ସୂଚନା ଦେଉଥିବା ଲୋକ, ସରକାରଙ୍କ ସହ ଯୋଗାଯୋଗରେ ଥିବା ଗଣମାଧ୍ୟମ ପ୍ରତିନିଧି, କଶ୍ମୀର ବାହାରର ଲୋକ, କଶ୍ମୀର ପଣ୍ଡିତ ସରକାରୀ ଦଳ ନେତା ଆଦି ରହିଥିବା ଗୁଇନ୍ଦା ସୂଚନା ମିଳିଛି ।

ଗୁଇନ୍ଦା ବିଭାଗ ଆହୁରି ସୂଚନା ପାଇଛି ଯେ ପାକ ଅଧିକୃତ ମୁଜାଫରାବାଦରେ ଗତ ସେପ୍ଟେମ୍ବରରେ ISI ନେତୃତ୍ୱରେ ଅନ୍ୟ ଆତଙ୍କୀ ସଂଗଠନ ମୁଖ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ ଆତଙ୍କୀ ଆକ୍ରମଣକୁ ନେଇ ଯୋଜନା ହୋଇଥିଲା । ତେବେ ତଙ୍ଗଧାରାରୁ ଏଲଓସି ମାଧ୍ୟମରେ ପିସ୍ତଲ ଏବଂ ଗ୍ରେନଡ ଚୋରା ଚାଲାଣ କରାଯାଉଛି ବୋଲି ଗୁଇନ୍ଦା ଖବର ମିଳିଛି । ଖାଲି ଏତିକି ନୁହେଁ ଏକ ନୂତନ ଆତଙ୍କବାଦୀ ସଂଗଠନ ମଧ୍ୟ ଗଠନ କରାଯାଉଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା