Masthead

ପଡୋଶୀଙ୍କ ପାଇଁ ପ୍ରଦୂଷଣ: କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବାବେଳେ ଏଥିପାଇଁ ପଡୋଶୀ ପଞ୍ଜାବ , ହରିୟାଣା ଓ ଉତ୍ତରପ୍ରଦେଶ ଉପରେ ଦୋଷ ଲଦିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ୩ ରାଜ୍ୟରେ ବହୁଳ ନଡ଼ାମୂଳି ପୋଡ଼ା ଯାଇଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହେଉଛି । ୟୁପି ଏବଂ ହରିୟାଣାରେ ଭାଜପା ସରକାର କ୍ଷମତାସୀନ ଥିବାବେଳେ ପଞ୍ଜାବରେ କଂଗ୍ରେସ ଚାଲିଛି । ଏହି ଦୃଷ୍ଟିରୁ ଦିଲ୍ଲୀ ପ୍ରଦୂଷଣ ପାଇଁ ୩ ପଡୋଶୀ ରାଜ୍ୟର ସରକାରଙ୍କୁ କେଜ୍ରିୱାଲ ଦାୟୀ କରିଛନ୍ତି ।

ଏହି ୩ ରାଜ୍ୟର ସରକାରମାନେ ଏହାକୁ ରୋକି ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନିିଜର ଉତ୍ତରଦାୟିତ୍ୱ ବୁଝିବା ଦରକାର । ୩-୪ ଦିନ ଧରି ପ୍ରଦୂଷଣ ହାର ବେଶୀ ବଢିଛି । ସେମାନଙ୍କ ସରକାର ନଡ଼ାମୂଳି ପୋଡି ରୋକିବା ପାଇଁ କିଛି କୃଷକଙ୍କୁ ସହାୟତା ଦେଉନାହାନ୍ତି । ଫଳରେ ଚାଷୀମାନେ ବାଧ୍ୟ ହୋଇ ଚାଷଜମିରେ ନଡ଼ାମୂଳି ପୋଡୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ଆଣ୍ଟାଇ ଡଷ୍ଟ ଅଭିଯାନରୁ ନେଇ ବାୟୋ ଡିକମ୍ପୋଜର ଲିକୁଇଡ ଦିଳ୍ଲୀ ସରକାର ସିଞ୍ଚନ ପର୍ଯ୍ୟନ୍ତ ସବୁ ପ୍ରକାରର ସହାୟତା ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା