Masthead

ନଭେମ୍ବର ୨୯ ରୁ ଶୀତ ଅଧିବେଶନ !

ନୂଆଦିଲ୍ଲୀ(ବଡ଼ ଖବର): ସଂସଦର ଶୀତ ଅଧିବେଶନ ନଭେମ୍ବର ଚତୁର୍ଥ ସପ୍ତାହରୁ ଆରମ୍ଭ ହେବ । କୋଭିଡ଼୍-୧୯ କଟକଣା ଅନୁସାରେ ଆରମ୍ଭ ହେବ ଅଧିବେଶନ । କରୋନା ପାଇଁ ଗତ ବର୍ଷ ଶୀତ ଅଧିବେଶନ ବନ୍ଦ ରହିଥିବା ବେଳେ ମୌସୁମୀ  ଅଧିବେଶନ କାଟଛାଣ୍ଟ ହୋଇଥିଲା ।

ତେବେ ସରକାରୀ ଭାବେ ଶୀତ ଅଧିବେଶନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କିନ୍ତୁ ନଭେମ୍ବର ୨୯ ରୁ ଏହା ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ତେବେ ଅଧିବେଶନରେ ୨୦ ଟି କାର୍ଯ୍ୟ ଦିବସ ରହିବା ସହ ଖ୍ରୀଷ୍ଟମାସ ପୂର୍ବରୁ ଶେଷ ବୋଲି ଜଣାପଡିଛି ।

ସୂଚାନୁସାରେ, ଅଧିବେଶନ ସମୟରେ ପାର୍ଲାମେଣ୍ଟ କମ୍ପେ୍ଲକ୍ସରେ ପ୍ରବେଶ କରୁଥିବା ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ଼୍ ଗାଇଡଲାଇନ ଅନୁସରଣ କରିବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା