Masthead

ପୋଲିସବାବୁଙ୍କ ଅଜବ ସଉକ

ସାଲେପୁର (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଡ୍ୟୁଟି ଇଜ୍ ଗଡ୍ । ମୋଟା ଅଙ୍କର ଦରମା ପାଉଥିବା ପୁଲିସବାବୁ ଅଜବ ସଉକରେ ମାତିଛନ୍ତି । ଡ୍ୟୁଟି କରିବାକୁ ସରକାରଙ୍କଠାରୁ ଦରମା ପାଉଥିଲେ ମଧ୍ୟ ନିଜ କର୍ତ୍ତବ୍ୟକୁ ସେ ଭୁଲିଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ । କୋଭିଡ୍ କଟକଣାକୁ ଲୋକେ ଅବମାନନା କରୁଥିବା ବେଳେ ପୋଲିସବାବୁ ଖୁଲମଖୁଲା ଟେବୁଲ ଉପରେ ଶୋଇ ମୋବାଇଲ ଦେଖୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ସାଲେପୁର ବ୍ଳକ କିଶନନଗର ଅଧୀନରେ ଥିବା ୧୦ଟି ବାଲିଘାଟ ନିଲାମ ହେଉଥିଲା । ସିଏମସି ମୂଲ୍ୟଠାରୁ ୩୬ଗୁଣ ଅଧିକ ମୂଲ୍ୟରେ ଟେଣ୍ଡର ପଡ଼ୁଥିଲା । ତହସିଲ ସାମନାରେ ଲୋକେ ଭିଡ଼ ଜମାଇଥିଲେ ।

ମାସ୍କ, ସମଦୂରତାକୁ ଲୋକେ ଫୁ କରିଦେଇଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ମୃତୟନ କରାଯାଇଥିଲେ ସୁଦ୍ଧା ବାବୁମାନେ କିନ୍ତୁ ଏସବୁକୁ ଦୃଷ୍ଟି ଦେଇନଥିଲେ । ସେମାନେ ନିଜ ନିଜ ଭିତରେ କଥା ହେଉଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା