Masthead

ଆଇପିଏଲରେ ସାମିଲ ହେଲେ ନୂଆ ଦୁଇ ଟିମ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଭାରତର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ କହିଲେ ଆମେ ସମସ୍ତେ ଆଇପିଏଲକୁ ବୁଝିଥାଉ । ଇଣ୍ଡିଆନ ପ୍ରିମିୟର ଲିଗ ଦେଶ ଛାଡ଼ିକି ବିଦେଶରେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ମଧ୍ୟରେ ଆଇପିଏଲ ୨୦୨୨ ପାଇଁ ଦୁଇଟି ନୂଆ ଦଳ ଘୋଷଣା କରାଯାଇଛି । ଲକ୍ଷେ୍ନø ଏବଂ ଅହମ୍ମଦାବାଦ ଦୁଇଟି ନୂତନ ଟିମ ହେବାକୁ ଯାଉଛି । ଏଥିପାଇଁ ଟେଣ୍ଡର ମଧ୍ୟ କରାଯାଇଥିବାର ସୂଚନା ମିଳିଛି ।

ଏଥିରେ ପ୍ରାୟ ୨୨ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ସେପଟେ ଲକ୍ଷେ୍ନø ଟିମକୁ ଗୋଏଙ୍କା ଗ୍ରୁପ ଦ୍ୱାରା କିଣାଯାଇଛି । ଯାହା ଜଚଝଏ ଗ୍ରୁପ ଭାବରେ ମଧ୍ୟ ଜଣାଶୁଣା । ପ୍ରାୟ ୭ ହଜାର କୋଟିରେ ଏହି ଟିମକୁ କିଣିଥିବାର ସୂଚନା ମିଳିଛି । ଏଥିସହିତ ଅହମ୍ମଦାବାଦକୁ ଉଠଉ କ୍ୟାପିଟାଲ ପାର୍ଟନର୍ସ କିଣିଛନ୍ତି । ଅହମ୍ମଦାବାଦକୁ ପ୍ରାୟ ୫ ହଜାର କୋଟିରେ ଉଠଉ କ୍ୟାପିଟାଲ କିଣିଥିବାର କଥା ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ