Masthead

ରିଚାର୍ଜ ଉପରେ ଶୁଳ୍କ ଲଗାଇଲା ଫୋନ ପେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଫୋନପେ ଏବେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ ଉପରେ ଶୁଳ୍କ ଲଗାଇବା ଆରମ୍ଭ କରିଦେଇଛି । ଫୋନପେ ୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ କାରାବାର ଫି ଭାବେ ୨ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଗଣିବାକୁ ପଡ଼ିବ । ସୂଚାନାନୁସାରେ,ଜଣେ ମୁଖପାତ୍ର କହିଛନ୍ତି ଯେ ରିଚାର୍ଜ ଶୁଳ୍କ ଭାବରେ ୫୦ ଟଙ୍କା ମଧ୍ୟରେ କାରାବାର ପାଇଁ ୧ ଟଙ୍କା ଏବଂ ୧୦୦ଟଙ୍କା ମଧ୍ୟରେ କାରାବାର ପାଇଁ ୨ଟଙ୍କା ପର୍ଯ୍ୟନ୍ତ ରହିଛି । ଫୋନପେ ବର୍ତ୍ତମାନ ୟୁପାଇ ପ୍ଲାଟଫର୍ମରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି,ଡିଜିଟାଲ୍ ପେମେଣ୍ଟ ହିସାବରେ ଏହା ଏବେ ଦେଶର ଗଳିକନ୍ଦିରେ ପରିଚିତ ।

 

ଫୋନପେ ହେଉଛି ଦେଶର ପ୍ରଥମ ଡିଜିଟାଲ୍ ପେମେଣ୍ଟ ଆପ୍, ଯାହା ୟୁପିଆଇ କାରାବାର ଉପରେ ଶୁଳ୍କ ଲାଗୁ କରିଛି, ମାତ୍ର ପୂର୍ବରୁ ଏହି ସେବା ଶୁକ୍କ ମୁକ୍ତ ରହିଥିଲା । କିନ୍ତୁ ପୋନପେ ପକ୍ଷରୁ କରାବାର ଉପରେ ଶୁଳ୍କ ଲଗାଯାଇଛି । ତେବେ ବର୍ତ୍ତମାନ ସୁଧା ଅନ୍ୟ କୌଣସି କଂପାନୀଗୁଡ଼ିକ ରିଚାର୍ଜ ସେବା ଉପରେ ଶୁଳ୍କ ଲଗାଇ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ