Masthead

ନୋବେଲ ପାଇବେ ଦୁଇ ମହିଳା

ଷ୍ଟକହୋମ, (ବଡ଼ ଖବର ବ୍ୟୁରୋ) : ଘୋଷଣା ହୋଇଛି ରାସାୟନିକ ବିଜ୍ଞାନରେ ନୋବେଲ । ଇମାନୁଏଲ୍ କାର୍ପେଣ୍ଟିର୍ ଏବଂ ଜେନିଫର ଏ ଦୈଡ଼ନାଙ୍କୁ ନୋବେଲ ପୁରଷ୍କାର ପ୍ରଦାନ କରାଯିବ । ଜିନ୍ ଏଡ଼ିଟିଂ ପଦ୍ଧତିର ବିକାଶ ପାଇଁ ଏହି ଦୁଇ ଜଣ ମହିଳାଙ୍କୁ ଦିଆଯିବ ଏହି ପୁରଷ୍କାର ।

ନୋବେଲ ପୁରଷ୍କାର କମିଟି ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ କାର୍ପେଣ୍ଟିର୍ ଓ ଜେନିଫର ଟେକ୍ନୋଲେଜିର ଦ୍ରୁତ୍ତତମ CRISPER/CAS ୯ ଆବିଷ୍କାର କରିଛନ୍ତି । ଏହି କୌଶଳ ଜୀବନ ବିଜ୍ଞାନ ଉପରେ ଏକ ବୈପ୍ଳବିକ ପ୍ରଭାବ ପକାଇଛି । କର୍କଟ ଚିକିତ୍ସାରେ ଏହି କୌଶଳ ସହାୟକ ହେବ ଏବଂ ବଶଂଗତ ରୋଗର ଚିକିତ୍ସା କରିବାର ସ୍ୱପ୍ନକୁ ସାକାର କରିବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ