Masthead

ମାଟି ତଳେ ମନ୍ଦିର

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମନ୍ଦିର ମାଳିନୀ ଭୁବନେଶ୍ଵର । ଏଠି ରହିଛି ସାତ ଶହରୁ ଅଧିକ ମନ୍ଦିର। ତେବେ ଅନେକ ମନ୍ଦିର ଏବେବି ମାଟି ତଳେ ପୋତି ରହିଥିବା ଅନୁମାନ କରାଯାଉଛି। ଶ୍ରୀ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ଵାର ଠାରୁ ମାତ୍ର ଅନତି ଦୂରରେ ଶୁକଶାରୀ ମନ୍ଦିର ରହିଛି। ଏହି ମନ୍ଦିର ପାର୍ଶ୍ବରୁ ଆଜି ମାଟି ତଳେ ଆଉ ଦୁଇଟି ମନ୍ଦିର ପୋତି ରହିଥିବା ଠାବ କରାଯାଇଛି। ମନ୍ଦିରର ଗଢଣକୁ ଦେଖି ଅନୁମାନ କରାଯାଉଛି ଏହା ଶୁକଶାରୀ ମନ୍ଦିର ନିର୍ମାଣ ସମୟର। ଯାହା ଖ୍ରୀଷ୍ଟପୂର୍ବ ୧୩-୧୪ ଶତାବ୍ଦୀର ମନ୍ଦିର ବୋଲି ଏଏସଆଇ କହିଛି।

ପୂର୍ବରୁ  ଗୋଟିଏ ପାଚେରୀ ଭିତରେ ଥିବା ଶୁକଶାରୀ ମନ୍ଦିର ମଧ୍ୟରୁ ସାରୀ ମନ୍ଦିରର ସୁରକ୍ଷା ଏଏସଆଇ ଅଧିନରେ ଥିବା ବେଳେ ଶୁକ ମନ୍ଦିର ଓଡ଼ିଶା ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିଲା ୨୦୧୪ରେ ଏଏସଆଇ ଶାରୀ ମନ୍ଦିର ଚାରିପଟେ ଖନନ କଲାବେଳେ ଏହା ତଳେ ଆଉ ତିନୋଟି ମନ୍ଦିର ଥିବା ଜାଣିବାକୁ ପାଇଥିଲା। ପରେ ସମସ୍ତ ମନ୍ଦିରକୁ  ଏଏସଆଇ ନିଜ ଅଧିନକୁ ଆଣିଥିଲା। ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ବଂଶର ଶାସନ କାଳରେ ଏହି ମନ୍ଦିର ନିର୍ମିତ ହୋଇଥିବା ଐତିହାସିକମାନେ ମତ ପ୍ରକାଶ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା