Masthead

ପିଜା ଓ ବର୍ଗର ଖାଇବା ଠିକ ନୁହେଁ: ଉପ ରାଷ୍ଟ୍ରପତି

(ବଡ଼ ଖବର ବ୍ୟୁରୋ):  ଭାରତର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ବର୍ଗର ଓ ପିଜା ଉପରେ ନିଜର ଏକ ମତ ରଖିଛନ୍ତି । ବର୍ଗର ଓ ପିଜା ଖାଇବା ଅନ୍ୟ ଦେଶ ପାଇଁ ଠିକ କିନ୍ତୁ ଭାରତ ପାଇଁ ଏହା ଉପଯୁକ୍ତ ନୁହେଁ । ତେବେ ଉତ୍ତର ଗୋଆରେ ଗୋଟିଏ କଲେଜର ନୂଆ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପ ରାଷ୍ଟ୍ରପତି ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ।

ସେ କହିଛନ୍ତି, ମୁଁ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଖାଇବାକୁ ପରାମର୍ଶ ଦେଉନାହିଁ । ମୁଁ କେବଳ ରନ୍ଧା ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛି । କେହି ବି ଗଚ୍ଛିତ ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ଆମେ ଅର୍ଗାନିକ ଖାଦ୍ୟ ଗ୍ରହଣ କରିବା ଦରକାର । ବର୍ଗର ପିଜା ଭଳି ଖାଦ୍ୟ ଅନ୍ୟ ଦେଶ ପାଇଁ ଉପଯୁକ୍ତ ହୋଇପାରେ ହେଲେ ଆମ ଦେଶ ପାଇଁ ଏହା ଠିକ ନୁହେଁ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନରୁ ଆମକୁ ଆମ ପ୍ରକୃତିକୁ ସଂରକ୍ଷିତ ରଖିବା ଜରୁରୀ ବୋଲି ଉପ ରାଷ୍ଟ୍ରପତି କହିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ