Masthead

ନବମ ଶ୍ରେଣୀ ଛାତ୍ରଙ୍କ ଭାଗ୍ୟ ବଦଳାଇ ଦେଲା ମହାମାରୀ କରୋନା

(ବଡ଼ ଖବର ବ୍ୟୁରୋ):  କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାର ଛଡାଇ ନେଇଛି । ହେଲେ କିଛି ଲୋକେ ଏହି ମହାମାରୀ ସମୟରେ ଅନଲାଇନ୍ ଇନଭେଷ୍ଟମେଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ଆୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ଏହି କରୋନା ମହାମାରୀ ସମୟରେ ଘରେ ରହି କୋଟିଏ ଟଙ୍କା ରୋଜଗାର କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ର । ସେହି ଛାତ୍ର ଜଣକ ହେଲେ ଆୟୁଷ୍ମାନ ।

ତାଙ୍କ ଘର ବଲେଶ୍ୱର ଜିଲ୍ଲା ଗୁଡିପଦାରେ । ସେ ଏବେ ବାଲଶ୍ୱର ସେଣ୍ଟ ଥୋମାସ ସ୍କୁଲରେ ନବମ ଶ୍ରେଣୀର ପାଠ ପଢୁଛନ୍ତି । ହେଲେ ସେ ଏତେ କମ ବୟସରେ କୋଟିଏ ଟଙ୍କା ରୋଜଗାର କରିବା ଏ କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତ ଲାଗିବ । ଏ ନେଇ ଆୟୁଷ୍ମାନ କହିଛନ୍ତି ସେ କ୍ରାଉଡ-୧ରେ ୯ ହଜାର ଟଙ୍କା ଦେଇ ଆରମ୍ଭ କରିଥିଲେ । ପ୍ରଥମ ଦିନରେ ତାଙ୍କୁ ୨୫୦୦ ଟଙ୍କାର ଲାଭ ହୋଇଥିଲା । ଏପରି ସେ ମାସେ ଭିତରେ ପାଖାପାଖି ୩୦ ହଜାର ଟଙ୍କା ଆୟ କରିଥିଲେ ।ତେବେ ୟୁରୋ ମୂଲ୍ୟରେ ଭାରତୀୟ ମୁଦ୍ରାରେ ସେ ହାରାହାରି କୋଟିଏରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ