Masthead

ଅଭିଯୋଗ କଲେ ନାଲି ଆଖି ଦେଖାଉଛନ୍ତି ବିଡିଓ

ସିନାପାଲି(ବଡ଼ ଖବର ବ୍ୟୁରୋ): ଅଭିଯୋଗ କଲେ ଦେଖାୁଛନ୍ତି ନାଲିଆଖି । ବିଭିନ୍ନ ଅଭିଯୋଗ ଆଉ ଦାବି ନେଇ ବ୍ଲକ ଅଫିସକୁ ଗଲେ ସେଠାରେ ନାଲି ଆଖି ଦେଖାଉଛନ୍ତି ଅଫିସର । ଏଭଳି ଘଟଣା ଦେଖିବାକୁ ମିଳିଛି ସିନାପାଲି ବ୍ଲକରେ । ସିନାପାଲି ସହରରେ ଡ୍ରେନ ସମସ୍ୟା ଲାଗି ରହିଛି ।

ଏ ସମସ୍ୟା ନେଇ ବିଡିଓଙ୍କ ପାଖକୁ ଗଲେ ବିଡିଓ ନାଲି ଆଖି ଦେଖାଉଛନ୍ତି । ସିନାପାଲି ସହରର ଜଗନ୍ନାଥ ଛକରେ ଡ୍ରେନ ମୁକୁଳା ହୋଇ ପଡ଼ିଛି । ଏହି ଅଭିଯୋଗ ନେଇ ଏକ ଦାବି ପତ୍ର ଦେବାକୁ ଯାଇଥିଲେ ସ୍ଥାନୀୟ ବାସିନ୍ଦା । ବ୍ଲକ ଅଫିସରରେ ବିଡିଓ କିନ୍ତୁ କାମ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ ।

ଏହାସହ ଲୋକଙ୍କ ସହ ଯୁକ୍ତି ତର୍କ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଆଗାମୀ ୭ ଦିନ ମଧ୍ୟରେ ଡ୍ରେନ ସମସ୍ୟାର ସମାଧାନ ନହେଲେ ଦଳ ସ୍ଥାନୀୟ ବାସୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ