Masthead

ପୋଲିସ ଗ୍ରାମବାସୀ ମୁହାଁମୁହିଁ

ବୌଦ୍ଧ(ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତାରେ ଦେଖାଦେଇଛି ଉତ୍ତେଜନା । କାଳୀରେ ପୂଜାରେ ଯାତ୍ରା ପରିବେଷଣକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ତେବେ ଖଣ୍ଡହତା ଗ୍ରାମରେ କାଳୀପୂଜା ଦିନ ଗ୍ରାମବାସୀଙ୍କ ଦ୍ଵାରା ଯାତ୍ରା ପରିବେଷଣ ପ୍ରତ୍ୟେକ ବର୍ଷ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଯାତ୍ରା ପରିବେଶଣ ପାଇଁ ମଞ୍ଚ ସଜ୍ଜା ହୋଇଥିଲା ।

ହେଲେ ଗତ କାଲି ସନ୍ଧ୍ୟା ଠିକ ୮ ବେଳେ ପୁରୁଣାକଟକ ପୋଲିସ ପକ୍ଷରୁ ପେଟ୍ରୋଲିଂ କରି ଯାତ୍ରା ବନ୍ଦ କରିବାକୁ କୁହାଯାଇଥିଲା । ମାତ୍ର ଗ୍ରାମବାସୀ ଯାତ୍ରା କରିବାକୁ ଜିଦ ଧରି ବସି ଥିଲେ । ପରେ ଘଟଣା ସ୍ଥଳରେ ପରିସ୍ଥିତି ଅଣାୟତ୍ୱ ଜଣାପଡିବା ପରେ ଆଇଆଇସି ଘଟଣା ସ୍ଥଳକୁ ଆସିଥିଲେ । କିନ୍ତୁ ଘଟଣା ସୁଧୁରିବା ପରିବର୍ତ୍ତେ ଅଧିକ ବଢିବାରେ ଲାଗିଥିଲା । ଏପରିକି ପରିସ୍ଥିତି ଅଣାୟତ୍ୱ ହେବା ଫଳରେ ପୋଲିସପକ୍ଷରୁ ଲାଠିଚାର୍ଜ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ