Masthead

‘ମହିଳାଙ୍କୁ ଦିଆଯିବ ମାସିକ ୩୦୦୦’

ମେଘାଳୟ (ବଡ଼ ଖବର ବ୍ୟୁରୋ ): ଆଗକୁ ଆସୁଛି ନିର୍ବାଚନ । ଭୋଟ ହାତେଇବା ପାଇଁ କଂଗ୍ରେସ ଚଳାଇଛି ପ୍ଲାନ । ଗୁରୁବାର ଦାରିଦ୍ର୍ୟ ସୀମାରେଖା (ବିପିଏଲ)ରେ ଥିବା ସିଙ୍ଗଲ ମା’ଙ୍କୁ ମାସକୁ ୩୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଯଦି ମେଘାଳୟରେ କଂଗ୍ରେସ ସରକାର ଗଠନ କରେ ତେବେ ଯଦି କଂଗ୍ରେସ ସରକାର ଗଠନ କରେ, ତେବେ ପିଲାମାନଙ୍କର ପ୍ରତିପୋଷଣ ପାଇଁ ସିଙ୍ଗଲ ମା’ମାନଙ୍କୁ ମାସିକ ୩୦୦୦ ଟଙ୍କା ଦିଆଯିବ।

ଏହା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବ।ଫେବୃଆରୀ ୨୭ରେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥି ପାଇଁ କଂଗ୍ରେସ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି। ଅନ୍ୟପଟେ ମେଘାଳୟ ପ୍ରଦେଶ କଂଗ୍ରେସ ମୁଖ୍ୟ ଭିନ୍ସେଣ୍ଟ ଏଚ ପାଲା କହିଛନ୍ତି ଯେ, ଭଲ ଚାକିରି ସୁଯୋଗ ଅଭାବରୁ ଯୁବକମାନେ ରୋଜଗାର ପାଇଁ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ଭଳି ଦୂର ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ କଂଗ୍ରେସ ମେଘାଳୟର ପ୍ରତ୍ୟେକ ପରିବାରର ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା