Masthead

ଟ୍ରକ୍‌ ଓଭରଟେକ୍‌ କରିବା ହେଲା କାଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କାର୍କେଡକୁ ପିଟିଲା ଟ୍ରକ୍ । ୨୨ନେତା ଗୁରୁତର । ଟ୍ରକ୍‌ ଓଭରଟେକ୍‌ କରିବା କାଳ ହେଲା। ଜନ ଅଧିକାର ପାର୍ଟି ପ୍ରମୁଖ ପପୁ ଯାଦବଙ୍କ କାର୍‌କେଡରେ ଯାଉଥିବା କାରଗୁଡ଼ିକ ପରସ୍ପର ସହ ଧକ୍କା ହେଲା। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜେଏପିର ପ୍ରାୟ ୧୧ ଜଣ ନେତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ବିଭନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପପୁ ଯାଦବ ଗତ ରାତିରେ ସାରଣ ଜିଲ୍ଲାର ମୁବାରକପୁର କାଣ୍ଡର ପୀଡ଼ିତଙ୍କୁ ଭେଟିବାକୁ ନିଜ ଦଳର ନେତାଙ୍କ ସହ ଯାଇଥିଲେ। ସେଠାରୁ ସେ ବିଳମ୍ବିତ ରାତିରେ ଫେରୁଥିଲେ। ତାଙ୍କ ସହ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡ଼ିରେ ଦଳୀୟ ନେତା ଥିବା ବେଳେ ସୁରକ୍ଷା କର୍ମୀ ବି ଥିଲେ। ବ୍ରହ୍ମପୁର ଫୋରଲେନ୍‌ରେ ପପୁ ଯାଦବଙ୍କ କାର୍‌କେଡ ଅତିକ୍ରମ କରୁଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଗାଡ଼ିଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଫଳରେ ଟ୍ରକ୍‌ଟି ଏକ କାର୍‌ ସହ ପିଟି ହୋଇ ଯାଇଥିଲା। ଏହାପରେ ପପୁ ଯାଦବଙ୍କ କାର୍‌କେଡରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ପିଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ