Masthead

ବାଲି ଖାଦାନ ପାଇଁ ଗଲା ଜୀବନ, ଖାଦାନ ଅଫିସ ଜାଳିଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ବାଲି ଖାଦାନ ପାଇଁ ଗଲା ଜୀବନ । ଲକ୍ଷ୍ମଣ ମଲ୍ଲିକଙ୍କ ଉପରେ ମାଡିଗଲା ହାଇୱା । ବାଲି ଖାଦାନ ଅଫିସ ଜାଳିଲେ ଉତ୍ତ୍ୟକ୍ତ ଲୋକେ । କେନ୍ଦ୍ରାପଡା ପାଟକୁରା ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ଆରିପଦାର ଲକ୍ଷ୍ମଣ ମଲ୍ଲିକ ବସୁପୁର ବାଲି ଖାଦାନରେ କାମ କରୁଥିବା ସମୟରେ ତାଙ୍କ ଉପରେ ମାଡି ଯାଇଥିଲା ହାଇୱା । ହାଇୱା ଧକ୍କାରେ ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ତାତିଲେ ଲୋକେ । ପୋଡାଜଳା କରିବା ସହ ଟ୍ରକ ଭାଙ୍ଗିଲେ । ଏହା ସହ ଟାୟାର ଜାଳି ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ପୂର୍ବରୁ ମଧ୍ୟ ବସୁପୁର ଖାଦାନରେ ଏଭଳି ଏକ ଘଟଣା ଘଟିଥିଲା ଏବଂ ଏକ ସ୍କୁଲ ଛାତ୍ରୀର ମୃତ୍ୟୁ ହୋଇଥିଲା । ଏବେ ବାଲି ଖାଦାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ