Masthead

ସୀମାନ୍ତରେ ନକ୍ସଲଙ୍କ ବର୍ବରକାଣ୍ଡ ; ଦୁଇ ପୁଲିସ କର୍ମୀଙ୍କୁ ହତ୍ୟା

ମାଲକାନାଗିରି (ବଡ଼ ଖବର ବ୍ୟୁରୋ ): ମାଲକାନଗିରି ଛତିଶଗଡ ସିମାନ୍ତ ରାଜନନ୍ଦଗାଓ ଜିଲ୍ଲାରେ ବଡ ଧରଣର ନକ୍ସଲ ହାମଲା । ନକ୍ସଲ ପନ୍ଥିଙ୍କ ଗୁଳିରେ ଦୁଇ ଜଣ ଜବାନ ସହିଦ । ସହିଦ ଦୁଇ ଜବାନ ହେଉଛନ୍ତି ଛତିଶଗଡ଼ ପୋଲିସର ହେଡ୍ କନେଷ୍ଟବଳ ରାଜେଶ ସିଂ ଓ କନେଷ୍ଟବଳ ଲଳିତ ୟାଦବ । ବୋରତାଲାବ ଥାନା ଅନ୍ତର୍ଗତ ଗନ୍ଦିଆ ବୋଡରରେ

ଥିବା ଚେକ୍ ପୋଷ୍ଟରେ ଜବାନ ମାନେ ଡିଉଟି କରୁଥିବା ସମୟରେ ହଠାତ୍ ୧୫ ରୁ ଅଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ଆଖି ବୁଝା ଗୁଳି ଚାଳନାରେ ଦୁଇ ଜଣ ଜବାନ ଘଟଣା ସ୍ଥଳରେ ହି ସହିଦ ହୋଇଛନ୍ତି । ଜବାନଙ୍କ ମୋଟର ସାଇକେଲକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଘଟଣାକୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ