Before Header

ନିରାଡମ୍ବର ଭାବେ କାର୍ତ୍ତିକେଶ୍ୱେର ପୂଜା

0 24

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ):ନିରାଡମ୍ବର ଭାବେ ଆରମ୍ଭ ହେଲା କାର୍ତ୍ତିକେଶ୍ୱେର ପୂଜା । ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାରେ ୫୬ ବର୍ଷଧରି ପାଳିତ ହୋଇଛି ଦେବ ସେନାପତି କାର୍ତ୍ତିକଙ୍କ ପୂଜା । ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ପ୍ରତିବର୍ଷ ଏହି ପୂଜା କରାଯାଏ । ୭ ରୁ ୮ ଦିନ ଧରି ଅନୁଷ୍ଠିତ ବିଭନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଏ । କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ପାଇଁ ସବୁ ବନ୍ଦ ରହିଛି । ହାତଗଣତି ଲୋକଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଛି ।

Leave A Reply

Your email address will not be published.