Masthead

ନବଙ୍କୁ ଜୟନାରାୟଣ ଓ ଧର୍ମେନ୍ଦ୍ର ପ୍ରଧାନ ଦେଉଥିଲେ ଧମକ: ରୁଦ୍ର ମହାରଥୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ବର୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକୁ ନେଇ ବଡ଼ ଖୁଲାସା କଲେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। କହିଲେ ଧମକ ଦେଉଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ପଦମପୁର ଉପନିର୍ବାଚନ ସମୟରେ ପାର୍ଟି ରଣନୀତି ବିଷୟରେ ଆଲୋଚନା ବେଳେ ନବ ଦାସ କହିଥିଲେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର ଧମକ ଦେଉଛନ୍ତି । ଏମିତିକି ପଦମପୁର ଉପନିର୍ବାଚନକୁ ନଆସିବା ସହ ଦୂରେଇ ରହିବା ପାଇଁ ନବ ଦାସଙ୍କୁ ଉଭୟେ ଧର୍ମେନ୍ଦ୍ର ଓ ଜୟନାରାୟଣ କହିଥିଲେ ।

କାହାକୁ ଡରେ ନାହିଁ ବୋଲି ନବ ଦାସ କହି ଉପନିର୍ବାଚନ କୁ ଯାଇଥିଲେ ନବ ଦାସ। କଉଁଠି ନା କଉଁଠି ନବକିଶୋରଙ୍କ ହତ୍ୟା ପଛରେ ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ସନ୍ଦେହ ଘେରରେ ରହୁଛି । ଜୟନାରାୟଣ ମିଶ୍ର ଯାହାଙ୍କ ନାଁରେ ୧୬ଟି ଅପରାଧିକ ମାମଲା ରହିଛି । ପବ୍ଲିକ ପ୍ଲେସରେ ଅନ୍ ଡିଉଟି ପୋଲିସ ଅଫିସରଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ବରିଷ୍ଠ ହୋଇ ସେମାନଙ୍କଠୁ କ’ଣ ଶିଖିବେ ଯୁବ ବିଧାୟକ ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର । ଖାଲି ସେତିକି ନୁହେଁ ଆମେ ଗୃହରେ ଅସୁରକ୍ଷିତ ବୋଳଇ ମଧ୍ୟ କହିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା