ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ଶେଷ ହୋଇପାରେ: ସୋନିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଲେ ସୋନିଆ ଗାନ୍ଧୀ । କଂଗ୍ରେସର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଛନ୍ତି, ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ସମାପ୍ତ ହୋଇପାରେ, ଯାହା କଂଗ୍ରେସ ପାଇଁ ଏକ ଟର୍ଣିଂ ପଏଣ୍ଟ ହୋଇପାରେ।’ ୨୦୦୪ ଏବଂ ୨୦୦୯ ରେ ଆମର ବିଜୟ ଡ. ମନମୋହନ ସିଂଙ୍କ ଦକ୍ଷ ନେତୃତ୍ୱ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଛି କିନ୍ତୁ ମୋତେ ଅଧିକ ଖୁସି ଦେଉଛି ଯେ ମୋର ଇନିଂସ ଭରତ ଯୋଡୋ ଯାତ୍ରାର ସଫଳତା ସହିତ ଶେଷ ହୋଇପାରେ ।

ବର୍ତ୍ତମାନର କଂଗ୍ରେସ ପାଇଁ ଏବଂ ସମଗ୍ର ଭାରତ ପାଇଁ ଏକ ଚ୍ୟାଲେଞ୍ଜକର ସମୟ ଅଟେ । ବିଜେପି-ଆରଏସଏସ ଦେଶର ପ୍ରତ୍ୟେକ ଅନୁଷ୍ଠାନକୁ କାବୁ କରିନେଇଛି । ଏହା କିଛି ବ୍ୟବସାୟୀଙ୍କୁ ଅନୁଗ୍ରହ କରି ଆର୍ଥିକ ଅନିଷ୍ଟ ଘଟାଇଛି ବୋଲି ଛତିଶଗଡର ରାୟପୁରରେ ସୋନିଆ ଗାନ୍ଧୀ କହିଛନ୍ତି । ବିଜେପିକୁ ଟାର୍ଗେଟ୍ କରି ସୋନିଆ କହିଛନ୍ତି ଯେ, ବିଜେପି ଦେଶରେ ଘୃଣା ସୃଷ୍ଟି କରିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ