Masthead

ଭୁୁବନେଶ୍ୱର ଆପୋଲୋ ରୋଗୀଙ୍କ ଠାରୁ ଅର୍ଥ ହଡ଼ପ କରୁଛି : ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରକୁ ନେଇ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ପ୍ରତିକ୍ରିୟା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଜେଡି ବିଧାୟକ ଭାଗିରଥି ସେଠୀ। ରାଜ୍ୟରେ ଡାକ୍ତର ଅଭାବ। ଲୋକମାନେ ବାହାର ହସ୍ପିଟାଲକୁ ଯିବା ଦ୍ଵାରା ବ୍ୟୟ ସପେଖ୍ୟା ହେଉଛନ୍ତି। ମେଡିସିନ ସ୍ପେଶଲିଷ୍ଟ ଓ ଅର୍ଥପେଡିକ ସ୍ପେଶଲିଷ୍ଟ ଯୋଗାଇବାକୁ କହିଛି।

ପ୍ରାଇଭେଟ୍ ହସ୍ପିଟାଲର ପାଦୃଭାବ ଦିନକୁ ଦିନ ବଢୁଛି। ସେ ଉଦାହରଣ ଦେଇ କହିଛନ୍ତି କି ଭୁବନେଶ୍ୱରର ଏକ ଆପୋଲ ହସ୍ପିଟାଲରେ ବିଭିନ୍ନ ଆଳରେ ରୋଗୀଙ୍କ ଠାରୁ ଅର୍ଥ ହଡ଼ପ କରୁଛନ୍ତି। ପରୀକ୍ଷା ପରୀକ୍ଷାରେ ଏମାନେ ଲୁଟି ଚାଲିଛନ୍ତି। ଗରିବ ଲୋକେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଭାଗିରଥି। ମନ୍ତ୍ରୀ ମୋ ପ୍ରଶ୍ନରେ ଉତ୍ତରରେ କହିଛନ୍ତି ଦୁଇ ମାସ ମଧ୍ୟରେ ତଦନ୍ତ କରି ଜଣାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ