Masthead

ଫରେନସିକ ଲ୍ୟାବ ଗଲା ପାରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫରେନସିକ୍ ଲ୍ୟାବ୍ ଗଲା ପାରା । ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ଫରେନସିକ୍ ଲ୍ୟାବ୍ ଗଲା । ଭୁବନେଶ୍ବର ଫରେନସିକ୍ ଲ୍ୟାବ୍ ଆଣିଲେ କଟକର ସ୍ବତନ୍ତ୍ର ଟିମ୍ । ପାରା ଗୋଡ଼ରେ ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯିବ । ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବ । ଯନ୍ତ୍ରାଂଶ ଖୋଲି ରଖାଯିବା ପରେ ପାରାକୁ ନେଇ ଆସିବ କଟକ ଟିମ୍ ।

ସେପଟେ ସମୁଦ୍ର ଭିତରୁ ସନ୍ଦେହ ଅବସ୍ଥାରେ ପାରାକୁ ଉଦ୍ଧାର କରାଯାଇଥିଲା । ପାରାର ଦେହରେ ବିଦେଶୀ ଭାଷା ଲେଖାଯାଇଥିବାରୁ ସନେ୍ଦହ ବଢିଥିଲା । ପାରାଦୀପରୁ ୪୨ ନଟିକାଲ ମାଇଲ ଦୂରରେ ଏହାକୁ ଠାବ କରିଥିଲେ କିଛି ମାଛ ଧରା ଟ୍ରଲର । ମାଛ ଧରିବା ବେଳେ ସାରଥି ଟ୍ରଲର ପାରାକୁ ଉଦ୍ଧାର କରିଥିଲା । ପାରାଦୀପ୍ ମେରାଇନ ପୋଲିସକୁ ପାରାଟିକୁ ହସ୍ତାନ୍ତର କରାଯାଇଥିଲା ବେଳେ ପୋଲିସ  ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି