Masthead

‘ଶିିବସେନାକୁ ଭାଙ୍ଗି ବିଜେପି ବଡ଼ ଅପରାଧ କରିଛି’: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ପୁଣି ବିଜେପିକୁ ଟାର୍ଗେଟ କଲେ ଶିବସେନା ଏମପି ସଞ୍ଜୟ ରାଉତ । କହିଛନ୍ତି ଶିବସେନାକୁ ଭାଙ୍ଗି ଭାଜପା ଏକ ବଡ ଅପରାଧ କରିଛି। ରାଜ୍ୟବାସୀ ଏହି ଯନ୍ତ୍ରଣାକୁ କେବେବି ଭୁଲି ପାରିବେ ନାହିଁ। ଏହା ଏମିତି ଏକ ‘ତୀର’ ଯାହା ମହାରାଷ୍ଟ୍ରର ହୃଦୟରେ ପ୍ରବେଶ କରିଛି। ମହାରାଷ୍ଟ୍ର ଏବଂ ଶିବସେନାବାସୀ ଏହାକୁ ଭୁଲି ପାରିବେ ନାହିଁ। ଭାଜପାକୁ କ୍ଷମା କରିବେ କି ନାହିଁ ତାହା ଜନସାଧାରଣ ନିଷ୍ପତ୍ତି ନେବେ।

ବିରୋଧୀମାନେ ଆମକୁ ବହୁତ କଷ୍ଟରେ ପକାଇଲେ, ଆମେ ପ୍ରତିଶୋଧ ନେବାକୁ ସ୍ଥିର କରିଛୁ ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ସେପଟେ ନିକଟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବିବୃତ୍ତି ଦେଇଛନ୍ତି ଯେ, ଆମେ ସମସ୍ତ ବିରୋଧୀଙ୍କୁ କ୍ଷମା କରିଛୁ। ସଞ୍ଜୟ ରାଉତଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, କ୍ଷମା ବାଣ୍ଟିବାକୁ ଆପଣ ବସିଛନ୍ତି କି? ତାଙ୍କୁ କ୍ଷମା କରାଯିବା ଉଚିତ କି ନୁହେଁ ଆମେ ସ୍ଥିର କରିବାକୁ ଚାହୁଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ