Masthead

ଜଳୁଛି ପାହାଡ଼, ଗାଁ ମୁହାଁ ଜୀବଜନ୍ତୁ

ବାଲେଶ୍ଵର(ବଡ଼ ଖବର ବ୍ୟୁରୋ): ଜଳୁଛି ବାଲେଶ୍ଵର ଜିଲ୍ଲାର ଦେବଗିରି ପାହାଡ଼। ହୁତୁ ହୁତୁ ହୋଇ ଜଳୁଛି ଦେବଗିରି ପାହାଡ଼ । ଭୟଭିତ ଅଞ୍ଚଳବାସୀ । ବିଳମ୍ବିତ ରାତିରେ କାଠ ମାଫିଆ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି । ନିଆଁ କବଳରୁ ଜୀବନ ରକ୍ଷା ପାଇଁ ଗାଁ ମୁହାଁ ଜୀବଜନ୍ତୁ । ବାଲେଶ୍ବର ଜିଲ୍ଲା ସୋର ଔପଦାର ଦେବାଗିରି ପାହାଡରେ ଲାଗିଛି ଭୟଙ୍କର ନିଆଁ । ବନ ବିଭାଗ ନିଆଁ ଆୟତ୍ତ କରିବାରେ ବିଫଳ ହୋଇଛି । ରାତିହେଲେ ପ୍ରତିଦିନ ଜଳୁଛି ପାହାଡ଼ । ଏତେ ବଡ଼ ପାହଡ଼ରେ ନିଆଁ ଲାଗିବା ଦ୍ଵାରା ନିଆଁ ଓ ଧୁଆଁର ତାପରେ ପାହାଡ ର ଜଙ୍ଗଲ ଭିତରେ ଜୀବଜନ୍ତୁ ଏବେ ଅସୁରକ୍ଷିତ । ଜୀବନ ବିକଳରେ ଜନବସତି ମୁହାଁ ହୋଇଛନ୍ତି ଜୀବଜନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ