Masthead

୫-ଟି ବିଚାରଧାରାରେ ରହୁ : ଜୟନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କ ପୁଣି ବିସ୍ଫୋରକ ବୟାନ । ରାଜ୍ୟ ସରକାର ଓ ୫-ଟିକୁ ଜୋରଦାର ଟାର୍ଗେଟ । ନବ ଦାସ ହତ୍ୟାକାଣ୍ଡକୁ ୪୫ ଦିନ ବିତିଲା । କିନ୍ତୁ ଆଜି ବି କାରଣ ସନ୍ଧିହାନ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ, ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । କେତେ ଦିନ ଭିତରେ ତଦନ୍ତ ଶେଷ ହେବ ବାଚସ୍ପତି ରୁଲିଂ ଦିଅନ୍ତୁ । ସରକାର ସ୍ପଷ୍ଟ କରିବେ ।

ମୁଁ ଉଠାଇଥିବା ୫-ଟି ପ୍ରସଙ୍ଗରେ ମୁଖ୍ୟ ସଚେତକ କହିଥିଲେ ୫-ଟି ଏକ ଚିନ୍ତାଧାରା । ଏକ ବିଚାରଧାରା । ଯଦି ୫-ଟି ବିଚାରଧାରା, ତେବେ ତାହା ବିଚାର ଧାରାରେ ରହୁ । ସବୁ ବିଭାଗର ମାଲିକ କେମିତି ହୋଇଯାଉଛନ୍ତି । ଲେଜିସଲେଚର , ଆଡ଼ମିନଷ୍ଟେଟର ଓ ଜୁଡ଼ିସିଆରୀ ସମସ୍ତେ ସମସ୍ତଙ୍କ ପାଖରେ ଉତ୍ତରଦାୟୀ । ୫-ଟି କାହା ପାଖରେ ଉତ୍ତରଦାୟୀ । ସେ କଣ ଉତ୍ତରଠୁ ଉର୍ଦ୍ଧ୍ବରେ । ୫-ଟି କଣ ସବୁଠୁ ଉର୍ଦ୍ଧ୍ବରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼