Masthead

ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ହସ୍ତତନ୍ତ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ । ଓଡ଼ିଶା ବୟନ, ହସ୍ତତନ୍ତର ପ୍ରଚାର, ପ୍ରସାର ପାଇଁ ବଡ଼ ପଦକ୍ଷପେ । । ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ । ରାଜ୍ୟରେ ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖି ଜଣାଇଛନ୍ତି । ଡ୍ରେସକୋଡ୍ ପିନ୍ଧୁଥିବା କର୍ମଚାରୀ ବାଦ୍ ପଡିବେ । ପୂର୍ବରୁ କୃଷୀ ଓ ହସ୍ତତନ୍ତ ବିଭାଗ କର୍ମଚାରୀ ସପ୍ତାହରେ ଦିନେ ହସ୍ତତନ୍ତ ଲୁଗା ପିନ୍ଧୁଛନ୍ତି ।

ସରକାରୀ ଓ ବେସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ନାହିଁ । ସେହିଭଳି କଳାହାଣ୍ଡିରେ ସୋମବାର ଦିନ ସରକାରୀମାନେ ହବସପୁରୀ ହସ୍ତତନ୍ତ ଲୁଗା ପିନ୍ଧିବେ । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି । କଳାହାଣ୍ଡିରେ ହବସପୁରୀ ଶାଢ଼ୀକୁ ଲୋକପ୍ରିୟ କରିବା ସହ ସରକାରୀ କର୍ମଚାରୀ ମାନେ ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରତି ସୋମବାର ହବସପୁରୀ, ସମ୍ବଲପୁରୀ, କୋଟପାଡ଼ ଭଳି ସ୍ଥାନୀୟ ହସ୍ତତନ୍ତ ଲୁଗା ପରିଧାନ ନିମନ୍ତେ ପଦକ୍ଷେପ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ