Masthead

ନବରାତ୍ର ଆରମ୍ଭ

ଭଦ୍ରକ(ବଡ଼ ଖବର ବ୍ୟୁରୋ):ନବରାତ୍ର ଆରମ୍ଭ । ଶ୍ରୀରାମ ନବମୀ ପର୍ୟ୍ୟନ୍ତ ଚାଲିବ ନବରାତ୍ର । ଏହି ସମୟରେ ମା ଦୁର୍ଗାଙ୍କୁ ଭକ୍ତମାନେ ଆରାଧନା କରିଥାନ୍ତି । ବସନ୍ତ ଋତୁରେ ମା ଦୁର୍ଗାଙ୍କ ପୂଜା ହେଉଥିବାରୁ ଏହାକୁ ବାସନ୍ତିକ ଦୁର୍ଗା ପୂଜା କୁହନ୍ତି । ପଶ୍ଚିମବଙ୍ଗ, ଆସାମ, ମଣିପୁର, ତ୍ରିପୁରା, ଓଡ଼ିଶ. ଅରୁଣାଚଳପ୍ରଦେଶ, ଝାଡ଼ଖଣ୍ଡ ସହ ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ଏହି ପୂଜା ୯ ଦିନ ଧରି ଭକ୍ତମାନେ ଭକ୍ତି ଓ ନିଷ୍ଟାର ସହ ପାଳନ କରିଥିାନ୍ତି ।

ଚୈତ୍ର ଶୁକ୍ଲ ପ୍ରତିପଦ ଠାରୁ କିଛି ଭକ୍ତ କେବଳ ଫଳ ଆହାର କରି ମାଙ୍କୁ ଆରାଧନା କରିଥାନ୍ତି । ପୂରାଣରେ କୁହାଯାଇଛି ପ୍ରଭୁ ରାମଚନ୍ଦ୍ର ଚୈତ୍ର ଠାରୁ ଆଶ୍ୱିନ ପର୍ୟ୍ୟନ୍ତ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ