Masthead

ଭାରତରେ ହେବ ଜଳ ସଙ୍କଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଗକୁ ମିଳିବ ନାହିଁ ଜଳ । ଆଗାମୀ ପିଢି ପାଇଁ ଦେଖା ଯିବ ଘୋର ଜଳ ସଙ୍କଟ । ମାର୍ଚ୍ଚ ୨୨ ଥିଲା ବିଶ୍ୱ ଜଳ ଦିବସ । ଏହି ଦବସ ଅବସରରେ ଆସିଥିବା ଜଳ ସମ୍ବନ୍ଧୀୟ ତଥ୍ୟ ବାସ୍ତବିକ ଉଦବେଗଜନକ । ପୃଥିବୀର ୭୧ ପ୍ରତିଶତ ଅଂଶରେ ଜଳ ମହଜୁଦ ଅଛି । କିନ୍ତୁ ସେଥିରୁ ୩୩ ପ୍ରତିଶତ ମାତ୍ର ପିଇବା ଯୋଗ୍ୟ । ଅନେକ ଜାଗାରେ ଆଜିବି ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପାନୀୟ ଜଳ ଧିରେ ଧିରେ କିମ ଯାଉଥିବାରୁ ଆଗାମି ପିଢି ପାଇଁ ଜଳ ମହାସଙ୍କଟ ଛିଡ଼ା ହେବା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଦେଖିବାକୁ ଗଲେ ଲୋକମାନେ ପାନୀୟ ଜଳର ଅପବ୍ୟବହାର କରୁଛନ୍ତି । କେଉଁଠି ଘଣ୍ଟା ଘଣ୍ଟା ଧରି ପାଣି ଟ୍ୟାପ ଖୋଲା ରହୁଛି ତ ଆଉ କେଉଁଠି ଗାଧୋଇବା ପାଇଁ ବାଲଟି ବାଲଟି ପାଣି ବ୍ୟବହାର କରୁଛନ୍ତି । ଯାନବାହାନ ଧୋଇବାରେ ମଧ୍ୟ ପାଣି ନଷ୍ଟ ହେଉଛି । ଯଦି ଏହି ଭଳି ଭାବେ ପାଣି ନଷ୍ଟ କରାଯିବ ଆଗାମୀ ପିଢି ଜଳ ଦେଖିବା କଷ୍ଟକର ହୋଇଯିବ । ବିଶେଷଜ୍ଞଙ୍କ ମତରେ ୧୯୪୭ ପର ଠାରୁ ମୁଣ୍ଡ ପିଛା ଜଳ ଉପଲବ୍ଧତାରେ ୭୫ ପ୍ରତିଶତ ହ୍ରାସ ଘଟିଛି । ଯଦି ପାଣି ନଷ୍ଟ କରିବା ଏବେ ଠାରୁ ରୋକା ନଯାଏ ପରିସ୍ଥିତି ଅଣାୟତ ହୋଇପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା