୨୦୨୩-୨୪ ବର୍ଷରେ ବଢ଼ିବନି ବିଜୁଳି ଦର ବଡ଼ ଖବରରାଜ୍ୟ By Bada Khabar Bureau On Mar 23, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଲା । ୨୦୨୩-୨୪ ବର୍ଷରେ ବଢ଼ିବନି ବିଜୁଳି ଦର । Related Posts ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! Share