Before Header

ନବୀନ-ମମତା ସାକ୍ଷାତ

0 86

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ଆସି ସିଧା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଛନ୍ତି। ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମମତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ମମତା କହିଛନ୍ତି ୨୪ ନିର୍ବାଚନକୁ ବର୍ଷେ ବାକି ଅଛି । କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ । ଏହା ନବୀନଙ୍କ ସହ କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା । ନିର୍ବାଚନକୁ ନେଇ କୌଣସି ମତ ରଖିନାହାନ୍ତି ଦିଦି ।ସେ ଆହୁରି ମଧ୍ୟ କହିଛନ୍ତି ଗେଷ୍ଟ ହାଉସ୍ ପାଇଁ ଜମି ଦେଇଥିବାରୁ ଧନ୍ୟବାଦ ।

Leave A Reply

Your email address will not be published.