Masthead

ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ : ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝୀ। କହିଛନ୍ତି ସ୍କୁଲ ରିପାନ୍ତରୀକରଣ ୫ଟି ନାମରେ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ସ୍କୁଲ ରୂପାନ୍ତରଣ ନାଁରେ ରଙ୍ଗ ବୋଳା କାମ ଚାଲିଛି। ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ। ରଙ୍ଗ ଏକ ଭାବନାର ପ୍ରତୀକ। କିନ୍ତୁ ୫ ଟି ନାମରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ଯାଉଛି।

ରାଜ୍ୟର ୧୧ହଜାର୭୧୦ ସ୍କୁଲ ଅନ୍ଧାରରେ ଅଛି। ୧୧୬୬୫ ଟି ସ୍କୁଲରେ ଖେଳ ପଡିଆ ନାହିଁ। ୬୭୮୧ ଟି ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନାହିଁ। ୨୭ ୩୧୯ ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହରେ କ୍ଲାସ ଚାଲିଛି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ପଦବୀ ଆବଶ୍ୟକତା ଅଛି। ୨୦୨୧-୨୨ଶିକ୍ଷ ବର୍ଷରେ ମାଧ୍ୟମିକ ଶିକ୍ଷା ସ୍ତରରେ ଡ୍ରପ ଆଉଟ ହାର ୨୭.୨୬ ପ୍ରତିଶତ ରହିଛି। ଯାହା ସମଗ୍ର ଦେଶରେ ସର୍ବାଧିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ