Masthead

‘ଚାଷୀଙ୍କୁ ୫ ଲକ୍ଷ ବିମା, ମାଗଣା ପାଣି ଓ ବିଜୁଳି’

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ନନ୍ଦେଡ ବୈଲବଜାରରେ ବିଆରଏସର ଶକ୍ତି ପ୍ରଦର୍ଶନ। ଦଳରେ ମିଶିଲେ ଏକାଧିକ ପୂର୍ବତନ ସାଂସଦ, ବିଧାୟକ। ଜନସାଧାରଣଙ୍କୁ ସମ୍ଭୋଧନ କରିବା ଠିକ୍ କିଛି ସେକେଣ୍ଡ ପରେ ପରେ ଦେବେନ୍ଦ୍ର ଫଡନାବିସଙ୍କୁ କଲେ ନିଶାନା। ଉଠାଇଲେ ତେଲେଙ୍ଗାନା ଚାଷୀ ମଡେଲ କଥା। କହିଲେ ଚାଷୀଙ୍କୁ ମିଳିବ ମାଗଣା ଉନ୍ନତ ବିଜୁଳି।

ମାଗଣା ଜଳ ସହ ଚାଷୀଙ୍କୁ ୫ ଲକ୍ଷ ବୀମା ମିଳିବାର ପ୍ରତିଶ୍ରୁତି ଦେଲେ କେସିଆର। ଏହାସହ ଚାଷୀଙ୍କ ସବୁ ଫସଲ ସରକାର କିଣିବେ, କ୍ଷମତାକୁ ଆସଲେ କହିଲେ ବିଆରଏସ ନେତା। ଦଳିତ ବନ୍ଦୁ ସ୍କିମରେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏକର ପିଛା ୧୦ ହଜାର ଟଙ୍କା ବିନିଯୋଗ କରିବା ପାଇଁ ମିଳିବ। କଥା ଛଳରେ ବିଜେପିକୁ କଲେ ଟାର୍ଗେଟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା