Masthead

ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର । ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭୌଗଳିକ ଦୃଷ୍ଟିକୋଣରୁ ପାଟଣା ରାଜ୍ୟର ସର୍ଵବୃହତ ୧୫୬ ମୌଜା ଜମିଦାରୀ ଶାସନ ଥିବା ବଙ୍ଗୋମୁଣ୍ଡାକୁ ନୂତନ ଜିଲା ମାନ୍ୟତା ଦାବି କରାଯାଇଛି । ଟିଟିଲାଗଡ ଉପଖଣ୍ଡ,କଣ୍ଟାବାଞ୍ଜି ଏନଏସି, ମୁରିବାହାଲ, ତୁରେକେଲା ବ୍ଲକ ଅଞ୍ଚଳର ମଧ୍ୟ ସ୍ଥଳ ଏବଂ ରାଜୁଡା ଅଞ୍ଚଳର ଜମିଦାରୀ ଶାସନରେ ରହିଥିବା ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦିଆଯାଉ ।

ବଙ୍ଗୋମୁଣ୍ଡା ଜମିଦାରୀ ଶେଷ ଉତ୍ତରାଧିକାରିଣୀ ସ୍ୱର୍ଗୀୟ ଚନ୍ଦ୍ର କୁମାରୀ ସିଂ ଭୋଇ ଙ୍କ ମୃତ୍ୟୁ ପରେ ତାଙ୍କ ଅଧିନସ୍ଥ ୧୪୦୦ ଏକର ଜମି ସରକାରୀ ଖାତାକୁ ହସ୍ତାନ୍ତରିତ ହୋଇଛି ।ଯେଉଁଠାରେ ପ୍ରଶାସନିକ କାର୍ଯ୍ୟାଳୟ ହେବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଦାବି କରାଯାଇଛି ।ଏକ ରାଳିରେ ଆବାହକ ସୁଶୀଳ କୁମାର ଜୈନଙ୍କ ନେତୃତ୍ୱରେ ବହୁ ଲୋକ ବ୍ଲକ କାର୍ଯ୍ୟାଳୟ ପହଁଚି ବଙ୍ଗୋମୁଣ୍ଡାକୁ ଜିଲ୍ଲା ମାନ୍ୟତା ଦାବିରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ