Masthead

ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ, କିଏ କହିଲା ଧାନ କିଣିବା ପାଇଁ?

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଚାଉଳ ତାତି । ବିରୋଧୀ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ । ତେଣେ ବିଜେଡି କହିଛି ଆନ୍ଦୋଳନ ହେବ । ଓଡ଼ିଶାରୁ ଚାଉଳ ନେବା ପାଇଁ କାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ? ଏଫସିଆଇ କିଣୁ । ରାଜ୍ୟ ସରକାର ଆଗେଇ ଆସୁଛନ୍ତି କିଣିବା ପାଇଁ । ଆଉ ପାଟି କରୁଛନ୍ତି କେନ୍ଦ୍ର କିଣିଲା ନାହିଁ ବୋଲି କଂଗ୍ରେସ କହିଛି । ବିଜେପି କହିଛି ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି । ଧାନ କିଣୁଛନ୍ତି ।

ଏଫସିଆଇକୁ କାହିଁକି ଧାନ କିଣିବା ପାଇଁ ଛାଡୁ ନାହାନ୍ତି? ତୁରନ୍ତ ଏଫସିଆଇକୁ ଚିଠି ଲେଖନ୍ତୁ । ଏମଓୟୁ ପ୍ରତ୍ୟାହାର କରନ୍ତୁ । ଚାଉଳ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନର ଚେତାବନୀ ଦେଇଛି । କହିଛି ଏଇଟା ସାଧାରଣ ଲୋକଙ୍କ ସ୍ୱାର୍ଥର କଥା । ସେଇଥି ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବିଜେଡି ସେଇଥି ପାଇଁ ଆନ୍ଦୋଳନ କରିବ । ରାଜ୍ୟରେ ଚାଉଳ ରାଜନୀତି ଜୋର ଧରିଛି । ବିରୋଧୀ ବିଜେଡିକୁ ଘେରୁଥିବା ବେଳେ ବିଜେଡିର ଟାର୍ଗେଟରେ କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ