ବିଡିଓଙ୍କୁ ବଦନାମ କରିବା ପଛରେ କିଏ?

ବଡସାହି (ବଡ଼ ଖବର ବ୍ୟୁରୋ):ବିଡିଓଙ୍କ ବିରୋଧରେ ସମିତି ସଭ୍ୟ। ଆଣିଲେ ସଙ୍ଗିନ ଅଭିଯୋଗ । ଆଉ ପରେ କହିଲେ ମୋ ଅଜାଣତରେ ମୋ ସ୍ବାମୀ କରିଥିଲେ ଏପରି କାଣ୍ଡ। ଆଉ ପଶ୍ଚାତାପ ବି କଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ। ବେତନଟୀ ବ୍ଲକ ନାହଣ୍ଡ।ସୋଳ ପଞ୍ଚାୟତର ସମିତି ସଭ୍ୟ। ସୁନାମଣି ସିଂ । ବେତନଟୀ ବିଡିଓ ଛବିରାଣି ସାହୁ, ଯନ୍ତ୍ରୀ ସ୍ନେହଲତା ପତି ଜାତିଆଣ ମନ୍ତବ୍ୟ ଦେଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଫଣ୍ଡର ଦୁରୁପଯୋଗ କରିଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ତେବେ ସୁନାମଣି ତାଙ୍କର ଭୁଲ ସ୍ବୀକାର କରିବା ସହିତ ଅଭିଯୋଗ ବିଷୟରେ ଜାଣି ନଥିବା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଅଜାଣତରେ ତାଙ୍କ ଠାରୁ କାଗଜରେ ଦସ୍ତଖତ କରାଇ ନେଇ ଏ ସବୁ କାଣ୍ଡ ଘଟାଇଛନ୍ତି । ବିଡିଓ ଏବଂ ଜେଇ ତାଙ୍କୁ କୌଣସି ଜାତିଆଣ ମନ୍ତବ୍ୟ ଦେଇ ଗାଳି ଗୁଲଜ କରିନାହାନ୍ତି କିମ୍ବା ଖରାପ ବ୍ୟବହାର କରି ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ