Masthead

ଦେୟ ମୁକ୍ତ ରହିବ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ୟୁପିଆଇର ଅଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହା ଦେୟ ମୁକ୍ତ ଶୀଘ୍ର ଏବଂ ନିରାପଦ ମଧ୍ୟ । ୟୁପିଆଇ ର୍ଟ୍ରାଞ୍ଜାକ୍ସନ୍ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଛି । ଏହା ଦ୍ୱାରା ଟଙ୍କା ଦେଣ ନେଣ କ୍ଷେତ୍ରରେ ଅତି ସୁବିଧା ହୋଇପାରୁଛି । ୯୯. ୯ ପ୍ରତିଶତ ଟଙ୍କା କାରବାର ୟୁପିଆଇ ଦ୍ୱାରା ସମ୍ଭବ ହୋଇପାରୁଛି । ଏହା ପୂର୍ବ ପରି ଦେୟ ମୁକ୍ତ ରହିବ ।

ଗ୍ରାହକ ଓ ବ୍ୟବସାୟିକ ସୁବିଧା ପାଇଁ ପୂର୍ବ ପରି ଇ-ଟ୍ରାଞ୍ଜାକ୍ସନରେ କୌଣସି ଶୁଳ୍ପ ଦେବାକୁ ପଡ଼ିବ ନାହିଁ । ଏନପିସିଆଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ପ୍ରତି ମାସରେ ୮ ବିଲିୟନ ଦେଣ ନେଣ ୟୁପିଆଇ ମାଧ୍ୟମରେ ମାଗଣାରେ ହେଉଛି । ଏହା ପୂର୍ବ ପରି ବଳତ୍ର ରହିବ । ପୂର୍ବରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହେବା ନେଇ ଖବର ଆସିଥିଲା । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଏହା ପରେ ନିଷ୍ପତ୍ତି ବଦଳାଇଛି ନ୍ୟାସନାଲ ପେମେଣ୍ଟ କୋର୍ପରେସନ୍ ଅଫ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା