Masthead

ମୋଦି ହଟାଓ ଦେଶ ବଞ୍ଚାଓ ପୋଷ୍ଟର ଲଗାଇଲା ଆମ ଆଦମୀ ପାର୍ଟି

ଭୁବନେଶ୍ୱର (ବଡ଼ ଖବର )  ଦିଲ୍ଲୀ ରେ ଲଗାଯାଇଥିବା ମୋଦି ହଟାଓ ଦେଶ ବଞ୍ଚାଓ ପୋଷ୍ଟର କେନ୍ଦ୍ର ସରକାରଙ୍କୁ ଥରାଇ ଦେଇଛି । ବ୍ରିଟିଶ ଶାସନ କାଳରେ ମଧ୍ୟ କେବେ ବି ଗୋଟିଏ ପୋଷ୍ଟର ଏବଂ ଗୋଟିଏ ପାମ୍ପପ୍ଲେଟ ଲଗାଇବା ପାଇଁ ୧୩୮ ଏଫଆଇଆର ହୋଇନଥିଲା । ଯାହା ଦିଲ୍ଲୀରେ ହୋଇଛି । ଏହା କହିଛନ୍ତି ଆମ ଆଦମୀ ପାର୍ଟିର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର । ଏହାସହ ଏହାର ପ୍ରତିବାଦରେ ଆଜିଠାରୁ ଆମ ଆଦମୀ  ପାର୍ଟି ଦେଶର ବିଭିନ୍ନ ସ୍ଥାନରେ ମୋଦି ହଟାଅ ଦେଶ ବଞ୍ଚାଅ ପୋଷ୍ଟର ଲଗାଇଛି । ପାର୍ଟି ପକ୍ଷରୁ କୁହାଯାଇଛି, ଯେତେ ଏଫଆଇଆର ଦେଉଛଦିଅ, ଯେତେବେଳେ ଏହି ପୋଷ୍ଟର ସବୁ ଗଳିକନ୍ଦିରେ ଲାଗିବ, ସେତେବେଳେ ତୁମ ଜେଲ ଗୁଡିକ ପୂର୍ଣ୍ଣ ହୋଇଯିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ ବୋଲି ଦଳ ପକ୍ଷରୁ ପ୍ରେସମିଟ କରି କୁହାଯାଇଛି । ଏହାସହ ଆଜି ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ପାର୍ଟି ଏହି ପୋଷ୍ଟର ଲଗାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି