Masthead

୬୦ ବର୍ଷର ରେକର୍ଡ ଭାଙ୍ଗିଲା ଆର୍ଥିକ ବ୍ୟବସ୍ଥା, ଆକାଶଛୁଆଁ ଖାଦ୍ୟ ସାମଗ୍ରୀ ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଜାରି ରହିଛି ଭୟଙ୍କର ସ୍ଥିତି । ଗତ ବର୍ଷେ ହେଲା ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା । ଗତ ମାର୍ଚ୍ଚରେ ୩୫.୩୭ ପ୍ରତିଶତରେ ପହଞ୍ଚିଛି । ଏଭଳି ସ୍ଥିତରେ ଆସିଛି ଆଉ ଏକ ଖବର । ୬୦ ବର୍ଷର ରେକର୍ଡ ଭାଙ୍ଗିଲା ପାକିସ୍ତାନର ଆର୍ଥିକ ଅବସ୍ଥା । ଏଭଳି ସ୍ଥିତିରେ ଆଇଏମଏଫର ସର୍ତ୍ତ ମାନିବାକୁ ନାରାଜ ପାକିସ୍ତାନ । ଆଇଏମଏଫର ସର୍ତ୍ତ ମାନିନଥିବାରୁ ସେଠାରୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳିନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଥିବା ବେଳେ ବାହାର ଦେଶରୁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ ମଧ୍ୟ ହୋଇପାରୁନାହିଁ ।

ବିଶ୍ବ ବ୍ୟାଙ୍କ ଦେଶର ବିକାଶ ଦରକୁ ନେଇ ଋଣ ଦେଉଥିବା ବେଳେ ସେ କ୍ଷେତ୍ରରେ ମଧ୍ୟ ପାକିସ୍ତାନ ବହୁ ପଛରେ ରହିଛି । ଏଭଳି କ୍ଷେତ୍ରରେ ଚୀନ ଓ ଆମେରିକା ଉପରେ ଆଶା ବାନ୍ଧି ବସିଛି ପାକିସ୍ତାନ ।ଚୀନ୍ ଆର୍ଥିକ ସହାୟତା ଘୋଷଣା କରିଥିଲେ ବି ବର୍ତ୍ତମାନ ପର୍ୟ୍ୟନ୍ତ କ୍ରେଡିଟ୍‌ ହୋଇନାହିଁ । ସେପଟେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀଗୁଡିକ ମଧ୍ୟ ଆକାଶ ଛୁଆଁ ଦର ହେଲାଣି । ଦୁଇ ଦିନ ତଳେ ଅଟା ପାଇଁ ଲୋକଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଦଳଚକଟାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି