Masthead

ବିହାରରେ ବିଜେପି ଏକାକି ନିର୍ବାଚନ ଲଢ଼ି ସରକାର ଗଢ଼ିବ: ଅମିତ ଶାହା

ବିହାର(ବଡ଼ ଖବର ବ୍ୟୁରୋ): ବିହାରରେ ନୀତୀଶ ସରକାରଙ୍କୁ ଅମିତ ଶାହାଙ୍କ ଜୋରଦାର ଟାର୍ଗେଟ । ମହାମେଣ୍ଟକୁ ଉପାଡ଼ି ଫିଙ୍ଗିବ କହିଲା ବିଜେପି । ୨୦୨୪ରେ ରାଜ୍ୟରେ ସରକାର ଗଢ଼ିଲେ ଦଙ୍ଗାକାରୀଙ୍କୁ ଓଲଟାଇ ସିଧା କରିଦିଆଯିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କହିଛନ୍ତି, ଜଣେ ପ୍ରଧାନମନ୍ତ୍ରୀ ତ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କ୍ଷମତା ଲୋଭରେ ନୀତୀଶ କୁମାର ଲାଲୁ ଯାଦବଙ୍କ ସହ ହାତ ମିଳାଇଛନ୍ତି ।

ବିହାରରେ ଚାଲିଥିବା ଜଙ୍ଗଲ ରାଜ ପାଇଁ ନୀତୀଶ କୁମାର ଦାୟୀ । ଯେଉଁ ସରକାରରେ ଲାଲୁ ଯାଦବଙ୍କ ଜଙ୍ଗଲ ରାଜ ପାର୍ଟି ଅନ୍ତର୍ଭୁକ୍ତ , ସେହି ସରକାର ବିହାରରେ ଶାନ୍ତି ଆଣିପାରିବ କି? ଏପରି ମହାମେଣ୍ଟକୁ ଭାଙ୍ଗିବା ପରେ ହିଁ ବିହାରରେ ଶାନ୍ତି ଉନ୍ନତି ଆସିବ । ବିହାରରେ ଜେଡିୟୁ କିମ୍ବା ଆରଜେଡି ସହ ବିଜେପି କେବେବି ମେଣ୍ଟ କରିବ ନାହିଁ । ଦଳ ଏକାକି ନିର୍ବାଚନ ଲଢ଼ି ସରକାର ଗଢ଼ିବ । ବିଜେପି ୨୦୨୪ ନିର୍ବାଚନରେ ରାଜ୍ୟରେ ସରକାର ଗଢିଲେ ଦଙ୍ଗାକାରୀଙ୍କୁ ଓଲଟାଇ ସିଧା କରିଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ