Masthead

ଆଜି ଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁରର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏଥିପାଇଁ ଚଳ ଚଞ୍ଚଳ ହୋଇପଡ଼ିଲାଣି ବ୍ରହ୍ମପୁର ସହର । ଆଜି  ମଧ୍ୟ ରାତ୍ରି ରେ ଅସ୍ଥାୟୀ ମନ୍ଦିରରେ ବିଜେ କରିବେ ମାଁ ବୁଡି ସାଆନ୍ତାଣୀ । ବାପ ଘରକୁ ଆସିବେ ମାଁ ବୁଢୀ ସାଆନ୍ତାଣୀ।ପ୍ରତି ଦୁଇ ବର୍ଷକୁ ଥରେ ଆସନ୍ତି ମାଁ ଚଳ ଚଞ୍ଚଳ ହୋଇପଡେ ପରିବେଶ । କରୋନା ମହାମାରୀ କାରଣରୁ ବୁଡି ଠାକୁରାଣୀ ଯାତ୍ରାକୁ ଅଧାରୁ ସ୍ତଗିତ କରାଯାଇଥିଲା ।

ଆଜି ଠାରୁ ମେ’ ୧ ପର୍ୟ୍ୟନ୍ତ ପ୍ରାୟ ୨୮ ଦିନ ବ୍ୟାପୀ ଚାଲିବା ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ବ୍ରହ୍ମପୁର ସହର । ମଧ୍ୟ ରାତ୍ରିରେ ଅସ୍ଥାୟୀ ମନ୍ଦିରରେ ବିଜେ କରିବେ ମାଁ ବୁଡି ସାଆନ୍ତାଣୀ। ପ୍ରତି ଦୁଇ ବର୍ଷରେ ଥରେ ଯାତ୍ରା ଅନୁଷ୍ଟିତ ହେଉଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଆଇନଶୃଙ୍ଖଳା  ପରିସ୍ଥିତି ଉପୁଜିବା ଆଶଙ୍କାରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ୪ ଜଣ ଅଫିସର ଓ ସମସ୍ତ ଥାନା ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼