Masthead

୮କୋଟିର ଠକେଇ, ଡେପୁଟି ମ୍ୟାନେଜର ଗିରଫ

ବାଲିଗୁଡ଼ା(ବଡ଼ ଖବର ବ୍ୟୁରୋ): ୮କୋଟିର ଠକେଇ ମାମଲାରେ ଡେପୁଟି ମ୍ୟାନେଜର ଗିରଫ । ଗିରଫ କଲା ଇଓଡବ୍ଲୁ । କନ୍ଧମାଳ ଜିଲ୍ଲା ସଦର ମହାକୁମା ଫୁଲବାଣୀ ସହର ସ୍ଥିତ ଏସବିଆଇର ବ୍ରାଞ୍ଚରୁ ଠକେଇ ହୋଇଥିଲା । ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ୟ୍ୟଙ୍କୁ ଇଓଡବ୍ଲୁ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଛି । ଠକେଇ ନେଇ ରିଜିଓନାଲ ମ୍ୟାନେଜର ଇଓଡବ୍ଲୁରେ ଅଭିଯୋଗ କରିଥିଲେ ।

ଚାକିରି କରି ନଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ୍ ଉଠାଇଥିଲେ । ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ ଲୋନ ଉଠାଇଥିଲେ । ଜାଲ କାଗଜ ପତ୍ର କରି ମୋଟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ସ୍କାମ କରିଥିଲେ । ପରବର୍ତୀ ସମୟରେ ସେଥିରୁ ଇଓଡବ୍ଲୁ କିଛି ଟଙ୍କା ଆଦାୟ କରିଥିବା ବେଳେ ବର୍ତମାନ ତାଙ୍କ ନାମରେ ୬ କୋଟି ୮୮ ଲକ୍ଷ ୯୮ ହଜାର ଟଙ୍କା ସ୍କାମ କରିଥିବା ଅଭିଯୋଗ ହେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼