Masthead

ଅଣ୍ଡର ୱାଟର ଚାଲିଲା ଟ୍ରେନ

କୋଲକାତା (ବଡ଼ ଖବର ବ୍ୟୁରୋ): ଭାରତରେ ପ୍ରଥମ ଥର ଲାଗି ଅଣ୍ଡର ୱାଟର ଟ୍ରେନର ଶୁଭାରମ୍ଭ ହୋଇଛି । ବୁଧବାର ପଶ୍ଚିମବଙ୍ଗ ହୁଗୁଳୀ ନଦୀ ତଳେ ଦେଇ ଏହି ଟ୍ରେନ କୋଲକାତାରୁ ହାଓଡାରେ ପହଞ୍ଚିଛି । ଏହି ଟ୍ରେନରେ ଜିଏମପି ଉଦୟ କୁମାର ରେଡ୍ଡୀ ମହାକରନ ଠାରୁ ହାଓଡା ମୈଦାନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ସେହିପରି ଆଉ କେତେଜଣ କର୍ମଚାରୀ ଆଉ ଏକ ପଥ ଦେଇ ମୈଦାନ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଏହି ମେଟ୍ରୋ ଟ୍ରାଏଲ୍‌ ହାଓଡା ମୈଦାନ ଏବଂ ଏସ୍‌ପ୍ଲାନେଡ୍‌ ଷ୍ଟେସନ୍‌ ମଧ୍ୟରେ ୭ ମାସ ଧରି ଚାଲିବ। ଜଳପତ୍ତନଠାରୁ ୩୨ ମିଟର ତଳେ ମେଟ୍ରୋ ଟ୍ରେନ୍‌ ଚଳାଚଳ ପାଇଁ ଏହି ଟନେଲ୍‌ ତିଆରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ