Before Header

ଛେଳି ବ୍ୟବସାୟୀ ଠାରୁ ଲୁଟିଲେ ୯ ଲକ୍ଷ

0 106

କୋଇଡ଼ା (ବଡ଼ ଖବର ବ୍ୟୁରୋ):  ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଜଣେ ଛେଳି ବ୍ୟବସାୟୀ ମୃତ । ଛେଳି ବେପାରୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ । ବେପାରୀ ଜଣକ ହେଲେ ଝାରସୁଗୁଡା ତାଳମୁଣ୍ଡା ଗାଁର ପ୍ରଭାତ ନାଏକ । ପ୍ରଭାତ ଗୁଣ୍ଡିଆଡ଼ିହି ହାଣିପାନୀ ବଜାରକୁ ଛେଳି କିଣିବା ପାଇଁ ଯାଉଥିବା ସମୟରେ ହୋଇଥିଲା ଏହି ଅଘଟଣ । ବାଇକରେ ୩ ଜଣ ଆସି ଛେଳି ବେପାରୀଙ୍କ ଉପରେ ଗୁଳିକାଣ୍ଡ କରି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଲେଫ୍ରିପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.