Masthead

ସାଥୀ ଖୋଜୁଛି ବାଘୁଣୀ

ନୂଆପଡ଼ା  (ବଡ଼ ଖବର ବ୍ୟୁରୋ):  ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି କଲରାପତରିଆ ବାଘ। ନୂଆପଡାର ସିଲେରିବାହାରା ଗାଁ ନିକଟରୁ ଗତକାଲି ଅସୁସ୍ଥ ଅବସ୍ଥାରେ ପଡି ରହିଥିଲା ବାଘ । ବନବିଭାଗ ଧରିବା ପରେ ତାର ପ୍ରାଥମିକ ଚିକିତ୍ସା କରଯାଇଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ସେଠାରେ  ଭେଟନାରୀ ବିଭାର ଡାକ୍ତରୀଦଳଙ୍କ ଦ୍ଵାରା ଚିକିତ୍ସା କରାଯାଉଛି। ତେବେ ଆଜି ସକାଳୁ ସକାଳୁ କଲରାପତରିଆ ମଟନ ଖାଇବା ସହ ପାଣି ପିଇଥିବା ଚିତ୍ର ସାମ୍ନାକୁ ଆସିଛି।

ଅଂଶୁଘାତ ଯୋଗୁ ସେ ଅସୁସ୍ଥ ହୋଇ ପଡିଥିବା ବନ ବିଭାଗର ଅଧିକାରୀମାନେ କାଲି କହିଥିଲେ । ବାଘ ପାଇଁ କୁଳରର ବ୍ୟବସ୍ଥା କରାଯିବା ସହ ବାଘକୁ ଜଙ୍ଗଲରେ ରହୁଥିବା ଅନୁଭବ କରାଇବା ପାଇଁ ପିଞ୍ଜରାକୁ ଡାଳପତ୍ରରେ ଢାଙ୍କି ଦିଆଯାଇଛି। ଡାକ୍ତରୀ ଟିମ ଓ ସ୍ୱତନ୍ତ୍ର ବନବିଭାଗ କର୍ମଚାରୀଙ୍କ ୨୪ ଘଣ୍ଟିଆ ନଜରରେ ରଖାଯାଇଛି । ସେପଟେ ଆମକୋନୀ ଜଙ୍ଗଲରେ ସାଥୀ ବାଘକୁ ଝୁରୁଛି ବାଘୁଣୀ । ସାଥୀ ପୁରୁଷକୁ ପାଖରେ ନପାଇ ଜଙ୍ଗଲରେ ଘୂରି ବୁଲୁଛି । ଯାହା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼